ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ

ଭୁବନେଶ୍ୱର(ଓଡ଼ିଶଶ ରିପୋର୍ଟର): ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ ଚାଲିବ । ଇଷ୍ଟକୋଷ୍ଟ ପକ୍ଷରୁ ଟ୍ରେନ୍‌ଗୁଡ଼ିକର ନାଁ ପ୍ରକାଶ କରାଯାଇଛି । ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ ଆସନ୍ତା ୧ ତାରିଖରୁ ଗଡ଼ିବ ।

ଏହାବ୍ୟତୀତ  ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ, ହାୱ ଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ-ଆଲେପି ଏକ୍ସପ୍ରେସ, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଟ୍ରେନ୍ ଚାଲିବ । ସେହିପରି ହାୱଡା- ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ ଚାଲିବା ନେଇ ଇଷ୍ଟକୋଷ୍ଟ ରେଲଓ୍ୱ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



from Odisha Reporter https://ift.tt/3d2gOkt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages