ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରେ ଆଜି ଆଉ ୩ଟି ଗେଟ୍‌ ଖୋଲିଛି। ଏହା ସହିତ ମୋଟ ୧୫ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ପୂର୍ବରୁ ୧୨ ଗେଟ୍ ଖୋଲା ଯାଇଥିଲା।

ଗତ ଗୁରୁବାର ହୀରାକୁଦ ଡ୍ୟାମରୁ ଛଡାଯାଇଥିଲା ପ୍ରଥମ ବନ୍ୟାଜଳ। ପ୍ରତିବର୍ଷ ଜୁଲାଇରେ ଡ୍ୟାମରେ ଜଳ ଭର୍ତ୍ତି ହେବା ପରେ ଗେଟ୍ ଖୋଲାଯାଉଥିବା ବେଳେ, ଏବର୍ଷ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ଜୁନ୍ ମାସରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ଟି ଗେଟ୍ ଖୋଲାଯାଇ ଜଳ ଛଡ଼ାଯାଇଥିଲା। ପରେ ଆଉ ଦୁଇଟି ଗେଟ୍ ଖୋଲାଯାଇଥିଲା। ଏଥିପାଇଁ ପୂର୍ବରୁ ମହାନଦୀ ଅବବାହିକାର ଲୋକଙ୍କୁ ସତର୍କ ରହିବାକୁ ମାଇକରେ ପ୍ରଚାର କରାଯାଇଥିଲା ।

The post ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍ appeared first on Odisha Reporter.



from Odisha Reporter https://ift.tt/3i6XjKs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages