ଘର ଉପରେ ପଡ଼ିଲା ଗଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଘର ଉପରେ ପଡ଼ିଲା ଗଛ

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋକେରାମା ପଞ୍ଚାୟତର ବାଟିଟୋଲି  ଗାଁରେ ଗତକାଲି ପ୍ରବଳ ବର୍ଷା ଓ ପବନ ହେବା  ଯୋଗୁ ଏକ ବିରାଟକାୟ ବରଗଛ ଉପୁଡ଼ି ଡିବୁ ଗନଝୁଙ୍କ ଘର ଉପରେ ପଡ଼ିଛି। ଏଥିରେ ଜଣେ ଗୁରୁତର ହେବା ସହ ୧୮ଟି ଛେଳିମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଡିବୁଙ୍କୁ ରାଉରକେଲାସ୍ଥିତ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ଶ୍ରୀ ଗନଝୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

 



from Odisha Reporter https://ift.tt/37ThKG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages