ଶିକ୍ଷକ : ଆଜି ମୁଁ ଇଂରାଜୀ ନାଉନ୍ ପଢ଼ାଇବି। ପପୁ ତୁମେ ଛିଡ଼ାହୁଅ।
ପପୁ : ଆଜ୍ଞା ମାଡାମ୍..
ଶିକ୍ଷକ : ଝିଅଟି ସମସ୍ତଙ୍କ ସହିତ ହସିକରି କଥା ହେଉଛି। କହିଲେ ଦେଖି ଏଥିରେ ଝିଅଟି କ’ଣ ?
ପପୁ : ସାର୍ ଝିଅଟି ପୂରା ବିଗିଡ଼ିଯାଇଛି। ସମସ୍ତଙ୍କ ସହିତ ସେଟିଙ୍ଗ କରିବା ପାଇଁ ଚେଷ୍ଟା କରୁଛି।
from Odisha Reporter https://ift.tt/2Aw7Hua
No comments:
Post a Comment