ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଛେରାପହଁରା କଲେ ମୁଦିରସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଛେରାପହଁରା କଲେ ମୁଦିରସ୍ତ

ପୁରୀ(ଓଡ଼ିଶା ରିପୋର୍ଟର):କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜିତ ହେଉଛି।  ଛେରା ପହଁରା ନିମନ୍ତେ ଗଜପତି ମହାରାଜା ଆସିବାର ବିଧି ଥିଲେ ମଧ୍ୟ ସେ ଆସି ନ ଥିବା ଜଣାଯାଇଛି। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କ  ପ୍ରତିନିଧି ଭାବେ ଛେରାପହଁରା କଲେ ମୁଦିରସ୍ତ। ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ବେଶ ପରେ ଛେରାପହଁରା ସମ୍ପନ୍ନ ହୋଇଥିବା ଜଣାଯାଇଛି।

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀରେ ଆଧ୍ୟାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର ପରିବେଶ। ତେବେ କରୋନା କଟକଣା ପାଇଁ ଏଥର ବିନା ଭକ୍ତରେ ଏବଂ ସୀମିତ ସେବାୟତଙ୍କୁ ନେଇ ହେଉଛି ସ୍ନାନଯାତ୍ରା।



from Odisha Reporter https://ift.tt/30b9HlO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages