ପୁରୀରେ କୋହଳ ହେଲା ଶଟ୍‌ଡାଉନ୍ କଟକଣା‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ପୁରୀରେ କୋହଳ ହେଲା ଶଟ୍‌ଡାଉନ୍ କଟକଣା‌

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ୧୧ଟି ଜିଲ୍ଲା ମଧ୍ୟରେ ପୁରୀ ଆସୁଥିଲେ ମଧ୍ୟ  ପୁରୀ ପୌରପାଳିକାରେ ଆଜି ଦିନକ ପାଇଁ କୋହଳ ହୋଇଛି  ଶଟ୍‌ଡାଉନ୍ କଟକଣା । ସ୍ନାନପୂର୍ଣ୍ଣିମା ପାଇଁ ଗତ ଦୁଇ ଦିନ ଧରି ପୁରୀରେ ୧୪୪ ଧାରା ଲାଗି ରହିଥିଲା । ତେଣୁ ଏହା ପରେ ପରେ ଶଟଡାଉନ୍‌ କଟକଣା ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦିନକ ପାଇଁ କୋହଳ କରାଯାଇଛି। ହେଲେ ଆସନ୍ତାକାଲି ପୁରୀରେ ଶଟଡାଉନ୍‌ କଟକଣା କଡ଼ାକଡ଼ି ଭାବେ ଲାଗୁ ରହିବ ।

ଆଜି ନିୟମ କୋହଳ କରାଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ସନ୍ଧ୍ୟା  ୭ଟା ଯାଏ ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।



from Odisha Reporter https://ift.tt/2z7gLVy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages