ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜୁଙ୍ଗ ଗ୍ରାମ ନିକଟରେ ଥିବା କଣ୍ଟିଆଚେରା ପୋଲ ତଳୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲ ତଳେ ମୃତଦେହଟି ଭାସୁଥିବା ବେଳେ କିଛି ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିଲା।

ସୂଚନାଯୋଗ୍ୟ, ଗୋପାଳପୁରରୁ ବାଲେଶ୍ୱର ଯାଉଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ତେଣୁ କେହି ଜଣେ ପୋଲ ଉପରୁ ଏହି ଶିଶୁଟିକୁ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

The post ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ appeared first on Odisha Reporter.



from Odisha Reporter https://ift.tt/3i7SYXe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages