ସ୍ତ୍ରୀ ସହିତ ଲଢ଼ିବା ପାଇଁ ଶକ୍ତି ଦରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ସ୍ତ୍ରୀ ସହିତ ଲଢ଼ିବା ପାଇଁ ଶକ୍ତି ଦରକାର

ଦୋକାନୀ : ତୁମକୁ କ’ଣ ଦରକାର ?

ପପୁ : ସ୍ତ୍ରୀ ସହିତ ଝଗଡ଼ କରିବା ପାଇଁ ମୋତେ ଶକ୍ତି, ସାହସ ଓ ବୁଦ୍ଧି ଥିବା କିଛି ମେଡିସିନ୍‌ ଦିଅନ୍ତୁ।

ଦୋକାନୀ କର୍ମଚାରୀକୁ : ବାବୁଙ୍କୁ ଗୋଟିଏ କ୍ୱାଟର ଦେଇଦିଅ, ଗୋଟିଏ ସୋଡ଼ା ବି ଦେବ। ତା’ ସହିତ ଗୋଟେ ୫ ଟଙ୍କିଆ ମୁଗ ଡ଼ାଲି ପ୍ୟାକେଟ୍‌ ଦେଇଦେବ।

ପପୁ ବାବୁ ଦେଖିବେ ଏସବୁ ଖାଇଲା ପରେ ଆପଣଙ୍କ ଶକ୍ତି, ସାହସ ଓ ବୁଦ୍ଧି ବଢ଼ିଯିବ।



from Odisha Reporter https://ift.tt/37hEPSg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages