ଶୌଚ ହେବାକୁ ଯାଇ ଆଉ ଫେରିଲେନି ବ୍ରଜକିଶୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

ଶୌଚ ହେବାକୁ ଯାଇ ଆଉ ଫେରିଲେନି ବ୍ରଜକିଶୋର

ନିଆଳି (ବିନୟ ବନମାଳି): କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସୁଦୁସାଇଲୋ ଭୋଇ ସାହିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବଜ୍ରକିଶୋର ଭୋଇ। ତାଙ୍କୁ ୪୦ ବର୍ଷ ହୋଇଥିଲା।

ଗତକାଲି ରାତି ୧୨ଟା ସମୟରେ ବଜ୍ରକିଶୋର ଶୌଚ ହେବା ପାଇଁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ଗାଁ ଦାଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ସହିତ ପୁଲିସ୍‌କୁ ଖବର ଦିଆଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ବ୍ରଜକିଶୋରଙ୍କୁ ହତ୍ୟା କରାଯାଇପାରିଥାଏ ବୋଲି ସନ୍ଦେହ କରାଯାଉଛି।



from Odisha Reporter https://ift.tt/2YlY6OC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages