ଆଜି ରୁକ୍ମିଣୀ ହରଣ ଏକାଦଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ଆଜି ରୁକ୍ମିଣୀ ହରଣ ଏକାଦଶୀ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ରୁକ୍ମିଣୀ ହରଣ ଏକାଦଶୀ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ଆଜି ମଧ୍ୟାହ୍ନ ଧୂପ ପରେ ରୁକ୍ମିଣୀ ହରଣ ନୀତିକାନ୍ତି ଅନୁଷ୍ଠିତ ହେବ।

ପରମ୍ପରା ଅନୁଯାୟୀ, ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିର ଯାଇଥିବା ବେଳେ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ତାଙ୍କୁ ହରଣ କରିବେ। ଏହି ସମୟରେ ଶିଶୁପାଳ ମହାପ୍ରଭୁଙ୍କୁ ବିରୋଧ କରିବାରୁ ଶିଶୁପାଳ ଓ ଶ୍ରୀକୃଷ୍ଣ ରୂପୀ ମଦନ ମୋହନ ମଧ୍ୟରେ ଲଢେଇ ହେବ। ଶେଷରେ ଶିଶୁପାଳଙ୍କୁ ବନ୍ଧନ କରିବେ ମହାପ୍ରଭୁ। ପରବର୍ତ୍ତୀ ସମୟରେ ଶିଶୁପାଳଙ୍କୁ ସେ ମୁକ୍ତ ମଧ୍ୟ କରିଦେବେ। ଆଜି ଏହି ନୀତି ମାଜଣା ମଣ୍ଡପରେ ଅନୁଷ୍ଠିତ ହେବ।

ଆସନ୍ତାକାଲି ହେବ ଗୁଆଲି ପର୍ବ। ଗତକାଲି ଶ୍ରୀଜିଉଙ୍କ ଚମ୍ପକ ଦ୍ୱାଦଶୀ ଏବଂ ରୁକୁଣୀ ହରଣ ଏକାଦଶୀ ନେଇ ଗୋବର୍ଦ୍ଧନ ପୀଠରେ ଆଲୋଚନା ହୋଇଥିଲା।



from Odisha Reporter https://ift.tt/2U0ykOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages