ସଫଳ ସ୍ୱାମୀ ହେବା ପାଇଁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ସଫଳ ସ୍ୱାମୀ ହେବା ପାଇଁ ଟିପ୍ସ

ପପୁ : ଆଚ୍ଛା ଦିପୁ ମୋ ସ୍ତ୍ରୀ କହୁଛି ମୁଁ ଜଣେ ସଫଳ ସ୍ୱାମୀ ନୁହେଁ।

ଦିପୁ : ତେବେ ସଫଳ ହୋଇ ଦେଖାଇ ଦିଅ।

ପପୁ : ସଫଳ ହେବାର ସୂତ୍ର କ’ଣ ଜାଣିଛ କି ?

ଦିପୁ : ଯେବେ ତୁମେ ବିନା କୌଣସି ଭୁଲ୍‌ରେ ସ୍ତ୍ରୀକୁ ସରି କହିବା ଶିଖିଯିବ, ସେବେ ଜାଣିବ ତୁମେ ଜଣେ ସଫଳ ସ୍ୱାମୀ…



from Odisha Reporter https://ift.tt/3eZ6l9T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages