ବଜ୍ରାଘାତରେ ତିନି ସାଙ୍ଗ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ବଜ୍ରାଘାତରେ ତିନି ସାଙ୍ଗ ଗୁରୁତର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ବରପାଲିପଡ଼ା ସ୍ଥିତ ରାଜେନ୍ଦ୍ର କ୍ଲବ୍‌ ନିକଟରେ ଗତକାଲି ରାତିରେ ବଜ୍ରାଘାତରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ତିନି ସାଙ୍ଗ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଏହି ତିନି ସାଙ୍ଗ ରାଜେନ୍ଦ୍ର କ୍ଲବ୍ ନିକଟରେ ଥିବା ଆର.ଏନ.ସିଂଦେଓଙ୍କ ସମାଧି ପୀଠରେ ବସି ଗପସପ ହେଉଥିବା ବେଳେ ବଜ୍ରପାତ ହୋଇଥିଲା।

ଏହି ତିନି ଯୁବକ ହେଲେ ବରପାଲିପଡ଼ାର କ୍ଷମାନିଧି ସ୍ୱାଇଁ, ସୁଶୀଲ ପଧାନ ଏବଂ ବୀରେନ୍ଦ୍ର ସ୍ୱାଇଁ। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

The post ବଜ୍ରାଘାତରେ ତିନି ସାଙ୍ଗ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3i2pMRo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages