ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ସୁନ୍ଦରପଦା ସ୍ଥିତ ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତିନି ଜଣ ଦୁର୍ବୃତ୍ତ ଏକ କାର୍ରେ ତାଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜ୍ରେ ମଧ୍ୟ ଅପହରଣ ବେଳର ଦୃଶ୍ୟ କଏଦ ହୋଇଛି। ଅପହରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏୟାରଫିଲ୍ଡ ଥାନା ପୁଲିସ ଘଟଣାର ତନାଘନା ଚଳାଇଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2A9p2sG
No comments:
Post a Comment