ସୁସ୍ଥ ହେଲେ ଶ୍ରୀଜିଉ; ଗଜପତି ମହାରାଜଙ୍କୁ ଆଜି ଦିଆଯିବ ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ସୁସ୍ଥ ହେଲେ ଶ୍ରୀଜିଉ; ଗଜପତି ମହାରାଜଙ୍କୁ ଆଜି ଦିଆଯିବ ଖବର

ପୁରୀ(ଓଡ଼ିଶା ରିପୋର୍ଟର); ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ପଡ଼ିଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଗତକାଲି ଏକାଦଶୀରେ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରଦାନ କରାଯିବା ପରେ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ପ୍ରଭୁ ସୁସ୍ଥ ହୋଇଛନ୍ତି ବୋଲି ଆଜି ଦ୍ୱାଦଶୀ ତିଥିରେ ଗଜପତି ମହାରାଜଙ୍କୁ ଖବର ଜଣାଯିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ ଚନ୍ଦନ ଏବଂ ପାଟଡୋର ଆଦି ରୁପା ଥାଳିରେ ନେଇ ପାଟ ପଟୁଆରରେ ଦଇତାପତି ସେବକମାନେ ଶ୍ରୀନଅର ଗସ୍ତ କରିବେ । ମହାରାଜଙ୍କୁ ଭେଟି ରଥଯାତ୍ରା ସଂପର୍କରେ ଆଲୋଚନା କରିବେ ।



from Odisha Reporter https://ift.tt/30QJh9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages