ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ଓଜେଇଇ ପାଇଁ ଅନଲାଇନ୍ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଏନେଇ ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, କୋଭିଡ୍ ସ୍ଥିତି ଲାଗି ବି.ଟେକ୍ ସ୍ପେଶାଲ ଓଜେଇଇର ଅନଲାଇନ୍ ଆପଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ଅନଲାଇନ୍ ଆବେଦନ ଫି’ ଭରିବାର ଶେଷ ତାରିଖ ଜୁଲାଇ ୫ ତାରିଖ ଯାଏ ବୃଦ୍ଧି କରାଯାଇଛି।
ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ଓ ଆଡମିଟ୍ କାର୍ଡ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
from Odisha Reporter https://ift.tt/3huN9TB
No comments:
Post a Comment