ଉଡ଼ିଗଲା ପତିତପାବନ ବାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଉଡ଼ିଗଲା ପତିତପାବନ ବାନା

ପୁରୀ (ଓଡ଼ିଶା ରିପୋର୍ଟର): ପବନରେ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା। ଶ୍ରୀକ୍ଷେତ୍ରରେ ଆଜି ସକାଳେ ପ୍ରବଳ ବର୍ଷା ଓ ପବନ ହେବା ଯୋଗୁ ବାଉଁଶ ସହ ପତିତପାବନ ବାନା ଉଡ଼ିଯାଇଥିବା ଜଣାଯାଇଛି। ଏହାସହ ପ୍ରବଳ ବର୍ଷା ଯୋଗୁ ବଡ଼ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଛି। କିଛି ରଥ କାଠ ମଧ୍ୟ ପାଣିରେ ବୁଡ଼ି ଯାଇଛି। ବର୍ଷା ଯୋଗୁ ରଥ କାମ କିଛି ସମୟ ବନ୍ଦ ଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥ କାମ ଆରମ୍ଭ ହୋଇଛି।



from Odisha Reporter https://ift.tt/3fm8lcv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages