ତୁମେ କ’ଣ କରିବାକୁ ଭଲପାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ତୁମେ କ’ଣ କରିବାକୁ ଭଲପାଅ

ବାହାଘର ପାଇଁ ପପୁ ଝିଅ ଦେଖିବାକୁ ଯାଇଥିଲା। ପପୁକୁ ଦେଖି ଝିଅ ପଚାରିଲା..

ଝିଅ : ତୁମେ କଣ କରିବାକୁ ଭଲପାଅ ?

ପପୁ : ମୁଁ ରେଜା ଏକାଠି କରିବାରୁ ଭଲପାଏ।

ଝିଅ : ଆରେ ବାଃ ଭଲ କଥା, ମୁଁ ବି ରେଜା ଏକାଠି କରେ।

ପପୁ : ତା’ହେଲେ ତୁମେ ବି କ’ଣ ମୋ ପରି ଭିକାରୀ ?



from Odisha Reporter https://ift.tt/2Uc4Pt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages