ନିଖୋଜ କାଠମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ନିଖୋଜ କାଠମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ ଜିଲ୍ଲା କେ. ବଳଙ୍ଗ ଥାନା ଅଞ୍ଚଳର ସୁରେଶ କୁମ୍ଭାର ନାମକ ଜଣେ କାଠ ମିସ୍ତ୍ରୀ ଗତ ୧୨ ନିଖୋଜ ହୋଇଯାଇଥିବା ବେଳେ ଗତକାଲି ତାଙ୍କ ମୃତଦେହ ମିଳିଥିଲା।

ଚାନ୍ଧିପୋଷ ଥାନା ସିଲପୁଞ୍ଜି ଅଞ୍ଚଳର ଏକ ଘରୁ ତାଙ୍କ ମୃତଦେହ ମିଳିଥିଲା। ସେଠାରେ ତାଙ୍କ ବାଇକ୍‌ ମଧ୍ୟ ଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଖଟ ତିଆରିକୁ ନେଇ ଜଣେ ପୁଲିସ୍ ସହିତ ପୂର୍ବରୁ ତାଙ୍କର ପାଟିତୁଣ୍ଡ ହୋଇଥିବା ପରିବାର ଲୋକେ କହିଛନ୍ତି। ତେଣୁ ସେମାନେ ସୁରେଶଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି।



from Odisha Reporter https://ift.tt/3d6IN1s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages