୩ ଶିକାରୀ ଅଟକ; ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

୩ ଶିକାରୀ ଅଟକ; ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି।  ସେମାନଙ୍କଠାରୁ ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି।

ଆଜି ଭୋରରେ ବନ ବିଭାଗର ଏକ ଟିମ୍‌ ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏହି ଶିକାରୀମାନେ ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗ ସେମାନଙ୍କୁ ଧରି ଥିଲା। ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିଛନ୍ତି କି ନାହିଁ, ସେନେଇ ବନ ବିଭାଗ ଅଧିକ ପଚରାଉଚରା ଚଳାଇଛି।



from Odisha Reporter https://ift.tt/2UoZkax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages