ସାଇକେଲକୁ ପିଟିଲା ବାଇକ୍; ଆଖି ବୁଜିଲେ ଜଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ସାଇକେଲକୁ ପିଟିଲା ବାଇକ୍; ଆଖି ବୁଜିଲେ ଜଣେ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସାଇକେଲକୁ ପିଟିଲା ବାଇକ୍‌। ଏହି ଦୁର୍ଘଟଣାରେ ସାଇକେଲ ଚାଳକ ବଞ୍ଚି ଯାଇଥିବା ବେଳେ ଆଖି ବୁଜିଛନ୍ତି ବାଇକ ଚାଳକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ  ହେଉଛନ୍ତି ଛାମୁଣ୍ଡା ଗ୍ରାମର ଜିତୁ ସେଠି।

ବରଗାଁରେ ମିସ୍ତ୍ରୀ କାମ ସାରି ଜିତୁ ନିଜ ଗ୍ରାମ ଛାମୁଣ୍ଡାକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ସାଇକେଲ ଚାଳକ ବଞ୍ଚି ଯାଇଥିବା  ବେଳେ ବାଇକ୍‌ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରୁ ଜିତୁଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

The post ସାଇକେଲକୁ ପିଟିଲା ବାଇକ୍; ଆଖି ବୁଜିଲେ ଜଣେ appeared first on Odisha Reporter.



from Odisha Reporter https://ift.tt/2VgcQh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages