ବାପାଙ୍କ ଆଗରେ ପପୁ ରଖିଲା ସର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ବାପାଙ୍କ ଆଗରେ ପପୁ ରଖିଲା ସର୍ତ୍ତ

ବାପା : ପପୁ ତୋ ପରୀକ୍ଷା ଫଳ ଏବର୍ଷ କ’ଣ ହୋଇଛି, ପ୍ରୋଗ୍ରେସ୍‌ ରିପୋର୍ଟ ଦେଖାଇଲୁ ନାହିଁ।

ପପୁ : ଦେଖାଉଛି…

ବାପା : କାହିଁ ନାହିଁ ତ ?

ପପୁ : ଦେଖାଇବି ଯୋ ଗୋଟିଏ ସର୍ତ୍ତରେ…

ବାପା : କି ସର୍ତ୍ତ ?

ପପୁ : ତୁମେ କଥା ଦିଅ ଯେ ପ୍ରୋଗ୍ରେସ୍‌ ରିପୋର୍ଟ ଦେଖିବା ସମୟରେ ସାମାଜିକ ଦୂରତା ରଖିବ…



from Odisha Reporter https://ift.tt/2YTWlZ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages