ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଚିହ୍ନଟ ୨୦୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୬ ପଜିଟିଭ ମଧ୍ୟରୁ ୨୯ ଜଣ BSF ଯବାନ ଥିବା ଜଣାଯାଇଛି। ଏହାବ୍ୟତୀତ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏନେଇ ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
36(Thirty six) more positive cases detected today.
29 from BSF accommodated in the Malybanta Boys Hostel,Jr. Science College & Girls Hostel Returnee of Bihar, Jharkhand, Karnataka, Maharashtra, Madhya Pradesh, Rajasthan, Tripura, Uttarpradesh & West Bengal.— COLLECTOR MALKANGIRI (@dm_malkangiri) June 30, 2020
4(Four)cases detected from the same TMC of MV-07 returnee of Tamilnadu & New Delhi.
Similarly, another 3 cases detected from Home quarantine of MV-12 of Korukonda Block retrunee of New Delhi.
Active contact tracing is being conducted.— COLLECTOR MALKANGIRI (@dm_malkangiri) June 30, 2020
ମାଲକାନଗିରି ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ରେ ପହଞ୍ଚି ସାରିଛି। ସେଥି ମଧ୍ୟରୁ ୪୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
The post ୨୯ BSF ଯବାନଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3idv4K3
No comments:
Post a Comment