PG ଓ UGରେ ଲାଗୁହେବ ସେଲ୍‌ଫ୍ ଷ୍ଟଡି କୋର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

PG ଓ UGରେ ଲାଗୁହେବ ସେଲ୍‌ଫ୍ ଷ୍ଟଡି କୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): PG ଓ UG ସିଲାବସ୍‌ରେ ରହିବ ୨୫ ପ୍ରତିଶତ ସେଲ୍‌ଫ ଷ୍ଟଡି କୋର୍ସ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ ଗ୍ରାଜୁଏଟ୍‌ ଏବଂ ଅଣ୍ଡର ଗ୍ରାଜୁଏଟରେ ଏହି କୋର୍ସ ଲାଗୁହେବ।

ଯଦ୍ୱାରା ଘରେ ରହି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ପଢ଼ିପାରିବେ। ଛାତ୍ରଛାତ୍ରୀମାନଙ୍କୁ ଏନେଇ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ବୁକ୍ ଯୋଗାଇ ଦିଆଯିବ। ଏମିତିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅବୁଝା ରହିଯିବ,  ନିର୍ଦ୍ଦିଷ୍ଟ କ୍ଲାସ କରାଯାଇ ଅଧ୍ୟାପକମାନେ ପିଲାଙ୍କୁ ବୁଝାଇବାକୁ ବ୍ୟବସ୍ଥା କରାଯିବ। ଏନେଇ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।



from Odisha Reporter https://ift.tt/30X6MxG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages