ଅଟୋରୁ ମିଳିଲା ୭୫ କେଜି ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ଅଟୋରୁ ମିଳିଲା ୭୫ କେଜି ଗଞ୍ଜେଇ

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୁଲିସ୍‌ ପେଟ୍ରୋଲିଂ ବେଳେ ମକାପଦା ଛକ ନିକଟରରେ ଏକ ଅଟୋରୁ ୭୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଅଟୋ ଚାଳକଙ୍କୁ ଗିରଫ କରିଛି।  ତାଙ୍କ ନାଁ ଧନଞ୍ଜୟ ରଇତ। ତାଙ୍କ ଘର ଆର.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାପଦର ଗାଁରେ। ପୁଲିସ୍‌ ଅଟୋକୁ ମଧ୍ୟ ଜବତ କରିଛି।

ଗତକାଲି ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ମକାପଦା ଓ ଛେଲାଗଡ଼ ରାସ୍ତାରେ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସନ୍ଦେହରେ ଏକ ଅଟୋକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଲିସ୍‌ ଅଟୋରୁ ୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଛେଲାଗଡ଼ ଅଞ୍ଚଳରୁ ଗଞ୍ଜେଇ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି।

The post ଅଟୋରୁ ମିଳିଲା ୭୫ କେଜି ଗଞ୍ଜେଇ appeared first on Odisha Reporter.



from Odisha Reporter https://ift.tt/2ZVLn5O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages