କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): କାର୍ ଇଞ୍ଜିନ ଭିତରୁ ବାହାରିଲା ପ୍ରାୟ ୭ ଫୁଟ୍ ଲମ୍ବର ଏକ ନାଗସାପ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗାଁରେ। ସାପଟିକୁ ସ୍ନେକ ହେଲ୍ପ ଲାଇନ ଧରି ଜଙ୍ଗଲରେ ଛାଡ଼ି ଦେଇଛି।
ଗତକାଲି ସାପଟି କାର୍ ଇଞ୍ଜିନ ଭିତରେ ପଶୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେକ୍ନ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସେକ୍ନ ହେଲ୍ପ ଲାଇନ ଘଟଣାସ୍ଥଳରେ ପହଞ୍ଚି କାର୍ ଇଞ୍ଜିନ ଭିତରରୁ ସାତ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
The post କାର୍ ଇଞ୍ଜିନରୁ ବାହାରିଲା ୭ ଫୁଟର ନାଗ appeared first on Odisha Reporter.
from Odisha Reporter https://ift.tt/3iILcDn
No comments:
Post a Comment