ଖୋର୍ଦ୍ଧା(ବଳରାମ ଲେଙ୍କା) : ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କଠାରେ କରୋନା ଚିହ୍ନଟ ହେବା ପରେ OPDକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ADMO।
ସତର୍କତାମୂଳକ ପଦକ୍ଷେପ ସୂରୂପ, ଜଣେ ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଟାଣ୍ଡଙ୍କୁ ଆସିବାକୁ ଅନୁମତି ମିଳିଛି। ଏଥିସହ କେବଳ ଗୋଟିଏ ଗେଟ୍ ଦେଇ ମେଡିକାଲରେ ପ୍ରବେଶ ଅନୁମତି ମିଳିଛି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ ବୋଲି ADMO ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
The post କରୋନା କବଳରେ ଡାକ୍ତର appeared first on Odisha Reporter.
from Odisha Reporter https://ift.tt/3eqFLWo
No comments:
Post a Comment