ଘରେ ଏକୁଟିଆ ଥିଲା ନାବାଳିକା, ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଘରେ ଏକୁଟିଆ ଥିଲା ନାବାଳିକା, ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର  ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି।

ସୂଚନାଅନୁସାରେ, ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାଦେଖି ତାଙ୍କ ତାଙ୍କ ପଡୋଶୀ ସୂର୍ଯ୍ୟକାନ୍ତ ଗଜେନ୍ଦ୍ର ନାବାଳିକାଙ୍କ ଘରକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା। ହେଲେ ନାବାଳିକା ଚିତ୍କାର କରିବାରୁ ସୂର୍ଯ୍ୟକାନ୍ତ ଫେରାର ହୋଇ ଯାଇଥିଲା। ଏନେଇ  ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହାପରେ  ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ  କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗୁରୁଜଙ୍ଗ ଅଞ୍ଚଳରୁ ଗିରଫ କରିଛି।

The post ଘରେ ଏକୁଟିଆ ଥିଲା ନାବାଳିକା, ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ appeared first on Odisha Reporter.



from Odisha Reporter https://ift.tt/2CT2opf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages