ଆଜି ଟ୍ୱିନ ସିଟି ଦାୟିତ୍ୱ ନେବେ ନୂଆ ଡିସିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଆଜି ଟ୍ୱିନ ସିଟି ଦାୟିତ୍ୱ ନେବେ ନୂଆ ଡିସିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଜି ଟ୍ୱିନ୍ ସିଟିରେ ଦାୟିତ୍ୱ ଗ୍ରହଣ କରିବେ ନୂଆ ଡିସିପି। ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ୱ ନେବେ। ଉଭୟଙ୍କୁ ସ୍ୱାଗତ କରି ଦାୟିତ୍ୱ ଅର୍ପଣ କରିବା ପାଇଁ ପୁଲିସ୍‌ ସେବା ଭବନର ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଉମାଶଙ୍କର ଦାସଙ୍କୁ ଅନୁପ ସାହୁ ଓ ପ୍ରତୀକ ସିଂହଙ୍କୁ ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଏହି କାର୍ଯ୍ୟକ୍ରମ ରହିଛି ।

ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ ସହିତ ରାଜ୍ୟ ସରକାର ପୁରୀରୁ ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଓ ପ୍ରତୀକ ସିଂହଙ୍କୁ କନ୍ଧମାଳରୁ କଟକ ଡିସିପି ଭାବେ ନିଯୁକ୍ତ କରିଛନ୍ତି ।

The post ଆଜି ଟ୍ୱିନ ସିଟି ଦାୟିତ୍ୱ ନେବେ ନୂଆ ଡିସିପି appeared first on Odisha Reporter.



from Odisha Reporter https://ift.tt/2OHcKeM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages