ଅଗଷ୍ଟ ୧, ଶନିବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 31, 2020

ଅଗଷ୍ଟ ୧, ଶନିବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ମେଷ: କର୍ମକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ଅଧିକ ହେବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ମାନ-ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ। କୌଣସି ଭୁଲ କାମ କରି ଅନୁତାପ କରିପାରନ୍ତି।

ମିଥୁନ: ପାରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ସାମାଜିକ ସଂପର୍କ ବୃଦ୍ଧି ପାଇବ। ଉଧାର ଦେଇଥିବା ଟଙ୍କା ମିଳିଯିବ।

କର୍କଟ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ ହେବ। ଧନପ୍ରାପ୍ତି ଯୋଗ ରହିଛି। ଶତ୍ରୁମାନେ ପରାସ୍ତ ହେବେ।

ସିଂହ: ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: କର୍ମକ୍ଷେତ୍ରରେ ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

ତୁଳା: ବନ୍ଧୁଙ୍କ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ମାନସିକ ଶାନ୍ତି ମିଳିବ। କୌଣସି ନୂଆକାର୍ଯ୍ୟ ଆରମ୍ଭ ନ କରିବା ଭଲ।

ବିଛା: କଥା ବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଅଯଥା କାମରେ ମୁଣ୍ଡ ପୁରାନ୍ତୁ ନାହିଁ।

ଧନୁ: ସମାଜରେ ପରାକ୍ରମ ବୃଦ୍ଧି ପାଇବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର: ମନ ଚଞ୍ଚଳ ରହିବ। ଅଳସୁଆ ଅନୁଭବ କରିବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ପ୍ରଂଶସିତ ହେବେ। ଆର୍ଥିକ ସମସ୍ୟା ସମାଧାନ ହେବ।ପୈତୃକ ସଂପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ।

ମୀନ: ପୂର୍ବ ଯୋଜନା ମୁତବାକ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଇଚ୍ଛା ଅଭିଳାଷ ପୂରଣ ହେବ।

The post ଅଗଷ୍ଟ ୧, ଶନିବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3gjyGIX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages