ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ୯ଟି ଗାଁକୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସାଇନପଡ଼ା ପଞ୍ଚାୟତର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗାଁର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ପଞ୍ଚାୟତର ଲୋକ ବାହାରୁ ଯାଇପାରିବେନି କି ,କେହି ବାହାର ଲୋକ ଭିତରକୁ ଆସିପାରିବେନି ବୋଲି କଟକଣା ଜାରି କରାଯାଇଛି । ଗାଁ ମୁଣ୍ଡରେ ବ୍ୟାରିକେଡ ହୋଇଥିବା ବେଳେ ପୁଲିସ୍ ତାହାକୁ ଜଗି ରହିଛି।
The post ସାଇନପଡ଼ା ପଞ୍ଚାୟତର ୯ଟି ଗାଁ ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/38CvHIL
No comments:
Post a Comment