ଜୁଲାଇ ୨୩, ଗୁରୁବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଜୁଲାଇ ୨୩, ଗୁରୁବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ

ମେଷ:  ପୂର୍ବ ଯୋଜନା ମୁତବାକ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଇଚ୍ଛା ଅଭିଳାଷ ପୂରଣ ହେବ।

ବୃଷ: ଅଯଥା କଳହର ଶିକାର ହୋଇପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମିଥୁନ: ସମାଜରେ ପରାକ୍ରମ ବୃଦ୍ଧି ପାଇବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: କଥା ବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଅଯଥା କାମରେ ମୁଣ୍ଡ ପୁରାନ୍ତୁ ନାହିଁ।

ସିଂହ: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ।  ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ।

କନ୍ୟା: ବନ୍ଧୁଙ୍କ ସହଯୋଗ ମିଳିବ। ମନ କଥା କାହାକୁ କହିପାରିବେ ନାହିଁ। ମନ ବିଚଳିତ ରହିବ।

ତୁଳା: ଶତ୍ରୁମାନେ ପରାସ୍ତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ମାନ-ସମ୍ମାନ ମିଳିବ।

ବିଛା:  ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ। ସାମାଜିକ ସଂପର୍କ ବୃଦ୍ଧି ପାଇବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ:   କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।  ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସ ଖୁସିର ପରିବେଶ ରହିବ।

କୁମ୍ଭ: ମନ ଚଞ୍ଚଳ ରହିବ। ଅଳସୁଆ ଅନୁଭବ କରିବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅପରାହ୍ନ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

 

 

 

 

 

The post ଜୁଲାଇ ୨୩, ଗୁରୁବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ appeared first on Odisha Reporter.



from Odisha Reporter https://ift.tt/3fSXWp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages