କରୋନା ଡର; ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

କରୋନା ଡର; ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ରେମୁଣା ପରିବା ମାର୍କେଟକୁ ପ୍ରବଳ ଗହଳି ହେଉଥିଲା  ତା ସାଙ୍ଗକୁ ଟ୍ରାଫିକ ଜାମ୍ ହେଉଥିବାରୁ ହଇରାଣ ହେଉଥିଲେ ସାଧାରଣ ଲୋକେ । ଏପରିକି ଲୋକେ କରୋନା ସମୟରେ ମଧ୍ୟ କଟକଣାକୁ ମାନିନଥିଲେ। ତେଣୁ ପ୍ରଶାସନ ବଜାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଶାସନର ଏପରି ନିଷ୍ପତ୍ତିକୁ  କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ପ୍ରଥମେ ବିରୋଧ କରିଥିଲେ । ତେଣୁ ଶେଷରେ ଜିଲ୍ଲା ପ୍ରଶାସନ ପୁଲିସ୍‌ ଲଗାଇ ମାର୍କେଟକୁ ସ୍ଥାନାନ୍ତର କରିଛି। ଏହି ନିଷ୍ପତ୍ତିକୁ ଗ୍ରାହକ ଓ ବ୍ୟବସାୟୀ  ସ୍ୱାଗତ କରିଛନ୍ତି  ।

The post କରୋନା ଡର; ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ appeared first on Odisha Reporter.



from Odisha Reporter https://ift.tt/2EboSmg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages