ପପୁ- ଆଜି ତୁ ମାସ୍କ ଲଗେଇ ଚା’ ପିଇଦେ।
ରାମୁ- ମାସ୍କ ଲଗେଇ କେମିତି ଚା’ ପିଇବି?
ପପୁ- ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା ଅଛି।
ରାମୁ-କ’ଣ?
ପପୁ- ଆଉ ଚା’କୁ ଛାଣିବାକୁ ପଡିବନି।
The post ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା appeared first on Odisha Reporter.
from Odisha Reporter https://ift.tt/2ZMefPb
No comments:
Post a Comment