ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୨୯ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ହେଉଛନ୍ତି ଲୋକାଲ କେସ୍। ଗଞ୍ଜାମ ଜିଲ୍ଲାରୁ ଗତକାଲି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷୀଚ ସୂଚନା ଦିଆଯାଇଛି।
COVID-19 REPORT FOR 1st July
New positive Cases: 229
In quarantine: 193
Local contacts: 36(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 24
3. Bargarh: 1
4. Bolangir: 7
5. Boudh: 3
6. Cuttack: 12— I & PR Department, Odisha (@IPR_Odisha) July 2, 2020
COVID-19 REPORT FOR 1st July
New positive Cases: 229
In quarantine: 193
Local contacts: 36(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 24
3. Bargarh: 1
4. Bolangir: 7
5. Boudh: 3
6. Cuttack: 12— I & PR Department, Odisha (@IPR_Odisha) July 2, 2020
New recoveries: 164
Cumulative tested: 274672
Positive: 7545
Recovered: 5353
Active Cases: 2157— I & PR Department, Odisha (@IPR_Odisha) July 2, 2020
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି।
The post ୧୯ ଜିଲ୍ଲାରୁ ଚିହ୍ନଟ ହେଲେ ୨୨୯ କରୋନା ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2Aqak0A
No comments:
Post a Comment