ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୯ ଜିଲ୍ଲାରୁ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୪ ଓ ଲୋକାଲ୍ କଣ୍ଟାକ୍ଟ ୧୮୬ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 10th July
New Positive Cases: 570
In Quarantine: 384
Local Contacts: 186(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 3
3. Bhadrak: 2
4. Boudh: 3
5. Cuttack: 46
6. Gajapati: 25— I & PR Department, Odisha (@IPR_Odisha) July 11, 2020
7. Ganjam: 218
8. Jagatsinghpur: 16
9. Jajpur: 40
10. Jharsuguda : 31
11. Kendrapada: 6
12. Keonjhar: 14
13. Khorda: 37
14. Koraput: 11
15. Mayurbhanj: 10
16. Nayagarh: 37
17. Puri: 15
18. Sambalpur: 1
19. Sundargarh: 44— I & PR Department, Odisha (@IPR_Odisha) July 11, 2020
New Recoveries: 565
Cumulative Tested: 327288
Positive: 12526
Recovered: 7972
Active Cases: 4475— I & PR Department, Odisha (@IPR_Odisha) July 11, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୭୨ ଜଣ ସୁସ୍ଥ ହୋଇ ସାରିଲେଣି। ୪୪୭୫ ଜଣ ଏବେ ବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
The post ୧୯ ଜିଲ୍ଲାରୁ ୫୭୦ ପଜିଟିଭ ଚିହ୍ନଟ; ସଂଖ୍ୟା ପାର୍ କଲା ୧୨ ହଜାର appeared first on Odisha Reporter.
from Odisha Reporter https://ift.tt/3egqIyn
No comments:
Post a Comment