ଶଟଡାଉନ୍‌ ହେବ IOCL - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

ଶଟଡାଉନ୍‌ ହେବ IOCL

ଜଗତସିଂହପୁର( ଓଡ଼ିଶା ରିପୋର୍ଟର ): ପାରାଦୀପସ୍ଥିତି IOCL ତୈଳ ବିଶୋଧନାଗାରକୁ ୨୨ ଦିନ ଶଟଡାଉନ୍‌ କରାଯିବ। ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ଯାଏ ଏହା ଶଟଡାଉନ୍‌ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଶଟଡାଉନ୍‌ କରାଯିବ । ୨୦୧୮ ମାର୍ଚ୍ଚ ପରଠାରୁ ଏଯାବତ ମେଣ୍ଟେନାନ୍ସ ହୋଇନି।  ଏବେ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। IOCLରେ ଆଖପାଖ ଗାଁର ୭ଶହରୁ ୮ଶହ ଲୋକ ବି କାମ କରିବେ। ଶଟଡାଉନ୍‌ ବେଳେ ଭିଡ଼ ଏଡାଇବାକୁ IOCL ପାର୍ଶ୍ୱରେ ୧୪୪ ଧାରା ଲାଗିବ।

The post ଶଟଡାଉନ୍‌ ହେବ IOCL appeared first on Odisha Reporter.



from Odisha Reporter https://ift.tt/2ZCRYDo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages