କର୍ମଚାରୀ ପଜିଟିଭ, ୭ ଦିନ ବନ୍ଦ ହେଲା ଏହି ମେଡିକାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

କର୍ମଚାରୀ ପଜିଟିଭ, ୭ ଦିନ ବନ୍ଦ ହେଲା ଏହି ମେଡିକାଲ

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ୭ ଦିନ ପାଇଁ ବନ୍ଦ କରାଯାଇଛି। ବଣାଇ ଉପଖଣ୍ଡ ଡାକ୍ତରଖାନାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲକୁ ବନ୍ଦ କରାଯିବା ନେଇ SDMO ଘୋଷଣା କରିଛନ୍ତି। ଗତ ୯ ତାରିଖରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ମେଡିକାଲ ଓପିଡି ଏବଂ ଅପରେସନ ଥିଏଟରକୁ ବନ୍ଦ କରି ଦିଆଯାଇଛି।

ମେଡିକାଲରେ କେବଳ ଜରୁରୀକାଳୀନ ସେବା ପ୍ରଦାନ କରାଯିବ । ପୂର୍ବରୁ ମଧ୍ୟ ଏହି ଡାକ୍ତରଖାନାରେ ପଜିଟିଭ ବାହାରି ଥିବାରୁ ଓପିଡି ବନ୍ଦ କରାଯାଇଥିଲା ।

The post କର୍ମଚାରୀ ପଜିଟିଭ, ୭ ଦିନ ବନ୍ଦ ହେଲା ଏହି ମେଡିକାଲ appeared first on Odisha Reporter.



from Odisha Reporter https://ift.tt/33OuZrw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages