କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ

ନୂଆପଡ଼ା(ମାୟାଧର ସରାଫ୍‌):  ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବିଶିବାହାଲ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତ୍ରିନାଥ ଭୋଇ (୬୫)।

ଗତକାଲି ରାତିରେ ତ୍ରିନାଥ ନିଜ ଘରେ ଶୋଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ ଶବ୍ଦ ଶୁଣି ଆସି ଦେଖିଲା ବେଳକୁ ତ୍ରିନାଥଙ୍କ ଉପରେ କାନ୍ଥ ପଡ଼ି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନଇ ଖବର ପାଇ କୋମନା ଆସିଷ୍ଟାଣ୍ଡ  ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/31xY5cW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages