ପପୁ ଓ ତା’ର ସାଙ୍ଗ ଚିକୁ କଥା ହେଉଥିଲେ। ପପୁ ଚିକୁକୁ କହିଲା, ଆରେ ସାଙ୍ଗ ଜାଣିଛୁ କାଲି ରାତିରେ ମୁଁ ଡ଼େରିରେ ଘରେ ପହଞ୍ଚିଲି। କଲିଂ ବେଲ୍ ମାରିଲି ଯେ ମୋ ସ୍ତ୍ରୀ ପ୍ରୀତି କବାଟ ଖୋଲିଲା ନାହିଁ। ସାରା ରାତି ମୋତେ ରାସ୍ତାରେ ଶୋଇବାକୁ ପଡ଼ିଲା।
ଚିକୁ : ତା’ପରେ ତୁ ସକାଳେ ଉଠିବା ପରେ ପ୍ରୀତିର ଖବର ନେଲୁ କି ନାହିଁ ?
ପପୁ : ଆରେ ନାଇଁ ସାଙ୍ଗ ସକାଳେ ମୋର ମନେ ପଡ଼ିଲା ଯେ ପ୍ରୀତି ତା’ର ବାପଘରକୁ ଯାଇଛି। ଘରର ଚାବି ମୋତେ ଦେଇ ଯାଇଥିଲା। ଚାବିଟା ମୋ ପକେଟ୍ରେ ଥିଲା !!
The post କଲିଂ ବେଲ୍ appeared first on Odisha Reporter.
from Odisha Reporter https://ift.tt/34r5lcn
No comments:
Post a Comment