ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ, କିଣିଲେ ଓଡ଼ିଆ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ, କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ୍ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି। ଅନ୍‌ଲାଇନ୍‌ରେ ଏହି ଶାଢ଼ିର ନିଲାମ ଡକାଯାଇଥିବା ବେଳେ ଏହାକୁ ଜଣେ ଓଡ଼ିଆ ଛାତ୍ରୀ କିଣିଛନ୍ତି। ସେ ୫୫ ହଜାର ଟଙ୍କା ଦେଇ ଶାଢ଼ିଟିକୁ କିଣିଛନ୍ତି।

ଏହି ଓଡ଼ିଆ ଛାତ୍ରୀଙ୍କ ନାଁ ଦିବ୍ୟାଂଶୀ ମିଶ୍ର। ସେ ଗୁଆହାଟି ଆଇଆଇଟିରେ ପଢ଼ୁଛନ୍ତି।

ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ିଟିର ଅନଲାଇନ୍ ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ।


ଅଭିନେତ୍ରୀ ବିଦ୍ୟା ବାଲାନ ଫିଲ୍ମ ପ୍ରମୋସନରେ ଏହି ଶାଢ଼ି ପିନ୍ଧିବା ପରେ ବହୁତ ଚର୍ଚ୍ଚା ହୋଇଥିଲା। ଉତ୍କଳ ଅମ୍ରିତା ପକ୍ଷରୁ ହିଁ ବିଦ୍ୟା ବାଲାନଙ୍କୁ ଏହି ‘ଶ୍ରୀଗଣିତ ଶାଢ଼ି’ ଦିଆଯାଇଥିଲା।

The post ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ, କିଣିଲେ ଓଡ଼ିଆ ଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/2FKvSHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages