ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ର ୨ ଜଣ ଡିସିପିଙ୍କୁ ଜେରା କରିବ ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ର ୨ ଜଣ ଡିସିପିଙ୍କୁ ଜେରା କରିବ ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ହାତକୁ ଯିବା ପରେ ପୂରା ସଂସ୍ଥା ଏବେ ଆକ୍ସନ ମୋଡକୁ ଚାଲି ଆସିଛି। ସିବିଆଇର ଏସଆଇଟି ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ସିବିଆଇ ଏସଆଇଟି ମୁମ୍ବାଇ ପୁଲିସ୍‌ର ଦୁଇ ଜଣ ଡେପୁଟି କମିଶନରଙ୍କୁ ଜେରା କରିବ।

ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ଓ ପରମଜିତ ସିଂହ ଧାହିୟା ହିଁ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିଲେ। ତେଣୁ ଉଭୟଙ୍କୁ ସିବିଆଇ ଏସଆଇଟି ପଚରାଉଚରା କରିବ।

ସେହିପରି ତଦନ୍ତ ବେଳେ ମୁମ୍ବାଇ ପୁଲିସ୍‌ କେଉଁ ସବୁ ଦିଗକୁ ଅଣଦେଖା କରିଛି, ତା’ର ତର୍ଜମା ମଧ୍ୟ ଏସଆଇଟି କରିବ। ଏଥିସହ ସିବିଆଇ ଟିମ ସୁଶାନ୍ତଙ୍କ ବାନ୍ଦ୍ର ସ୍ଥିତ ଆପାର୍ଟମେଣ୍ଟକୁ ମଧ୍ୟ ଯାଇ ଛାନଭିନ କରିବ।

The post ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ର ୨ ଜଣ ଡିସିପିଙ୍କୁ ଜେରା କରିବ ସିବିଆଇ appeared first on Odisha Reporter.



from Odisha Reporter https://ift.tt/3gaYGFL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages