ଭାସିଗଲା ଅସ୍ଥାୟୀ ପୋଲ, ଫସି ରହିଛି ହଜାର ହଜାର ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ଭାସିଗଲା ଅସ୍ଥାୟୀ ପୋଲ, ଫସି ରହିଛି ହଜାର ହଜାର ଟ୍ରକ୍‌

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ରେ ୨୧୫ ଜାତୀୟ ରାଜପଥର ନାରାୟଣ ପୋଷ କମାଣ୍ଡ ନିକଟର ଥିବା ଏକ ଅସ୍ଥାୟୀ ପୋଲ ଭାସିଯାଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ି ଯାଇଥିଲା ଓ ଏଥିରେ ପୋଲଟି ଭାସି ଯାଇଥିଲା।

ଅସ୍ଥାୟୀ ପୋଲଟି ଭାସିଯିବାରୁ କଲଟା-କୋଇଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ ଛିଡ଼ା ହୋଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃନିର୍ମାଣ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ବଢ଼ି ଜଳ ପ୍ରବାହିତ ହେଉଥିବାରୁ କାମ ହୋଇପାରୁନାହିଁ।

ସୂଚନାଯୋଗ୍ୟ, ଏଠାରେ ଏକ ସ୍ଥାୟୀ ପୋଲର ନିର୍ମାଣ ଚାଲିଛି। ତେବେ ଲକ୍‌ଡାଉନ୍ ଯୋଗୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା।

The post ଭାସିଗଲା ଅସ୍ଥାୟୀ ପୋଲ, ଫସି ରହିଛି ହଜାର ହଜାର ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/2E3e89Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages