ରାଜ୍ୟରେ ୧୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ରାଜ୍ୟରେ ୧୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଯାଇଛି।

ଏହି ୧୯୮୧ ଜଣଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୫୬ଟି ଲୋକାଲ୍ କେସ୍‌ ।


୩୦ଟି ଜିଲ୍ଲାରୁ ଏହି ୧୯୮୧ ଜଣ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏଠାରେ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୨୬୭, କନ୍ଧମାଳରେ ୧୭୯, ସୁନ୍ଦରଗଡ଼ରେ ୧୪୫ ଓ କଟକରେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି  କୋରାପୁଟରୁ ୯୭, ପୁରୀ ୭୭, ଭଦ୍ରକରୁ ୬୫, ମାଲକାନଗିରି ୬୪, ଯାଜପୁର ୬୦, ବାଲେଶ୍ୱର ୫୯,  ସୋନପୁରରୁ ୫୭, ନୟାଗଡ଼ରୁ ୫୬, ରାୟଗଡ଼ା ୫୫ ସୋନପୁରରୁ ୫୭, ରାୟଗଡ଼ା ୫୫, ଜଗତସିଂହପୁର ୪୨, ଢେଙ୍କାନାଳ  ଓ କଳାହାଣ୍ଡି ୩୯ ଲେଖାଏଁ,  ସମ୍ବଲପୁରରୁ ୩୮, ମୟୂରଭଞ୍ଜ ୩୭, ବଲାଙ୍ଗିର ଓ ବରଗଡ଼ରୁ  ୨୭ ଲେଖାଏଁ, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩,  ବୌଦ୍ଧ ୨୨, ନୂଆପଡ଼ା ୧୬ ,ଦେବଗଡ଼ ୧୬,  ଗଜପତି  ଓ ଝାରସୁଗୁଡ଼ାରୁ ୮ ଲେଖାଏଁ ଓ ଅନୁଗୋଳ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ୧୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/31Ke5re

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages