ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ! ହଠାତ୍‌ ପହଞ୍ଚିଲେ ସୁରକ୍ଷାକର୍ମୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ! ହଠାତ୍‌ ପହଞ୍ଚିଲେ ସୁରକ୍ଷାକର୍ମୀ…

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ । ଏକ ଯାତ୍ରୀ ବାହୀ ବିମାନକୁ ଅପହରଣ ଉଦ୍ୟମ କରୁଛନ୍ତି କିଛି ଆତଙ୍କବାଦୀ । ଖବର ମିଳିବା ପରେ ତୁରନ୍ତ ସୁରକ୍ଷା ବାହିନୀ ବିମାନ ବନ୍ଦରରେ ପହଞ୍ଚି ଆରମ୍ଭ କରି ଦେଲେ ଅପରେସନ । ଏହାପରେ ବିମାନ ସହ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କଲେ ସୁରକ୍ଷାକର୍ମୀ ।

ଏହା ସତ ସତିକା  ଅପହରଣ ନୁହେଁ । ବରଂ  ଥିଲା ମକ୍ ଡ୍ରିଲ୍ । ଏମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ କେମିତି ଆତଙ୍କବାଦୀଙ୍କ କବଳରୁ ବିମାନ ଓ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ତାହାର ଏକ ମକ୍ ଡ୍ରିଲ୍ ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।        । ଜିଲ୍ଲାପାଳ ସରୋଜ କୁମାର ସାମଲ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆଣ୍ଟି ହାଇଜାକିଙ୍ଗ୍ ମକ୍ ଡ୍ରିଲ୍ । ଏହାପରେ ସମସ୍ତ ଆତଙ୍କବାଦୀଙ୍କୁ କାବୁ କରି ନେଇଥିଲେ ସୁରକ୍ଷାକର୍ମୀ।

The post ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ! ହଠାତ୍‌ ପହଞ୍ଚିଲେ ସୁରକ୍ଷାକର୍ମୀ… appeared first on Odisha Reporter.



from Odisha Reporter https://ift.tt/3hfTBNs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages