ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୁଟ୍ର ନୂଆ ଫଣ୍ଡା। ହନିଟ୍ରାପ୍ରେ ଫସିଗଲେ ଠିକାଦାର। ଝିଅ ମୋହ ଦେଖାଇ ଲୁଟି ନେଲେ ଟଙ୍କା, କାର ଓ ମୋବାଇଲ ଫୋନ ।
ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା । ଝିଅ ମୋହ ଦେଖାଇ କିଛି ଦୁର୍ବୃତ୍ତ ଠିକାଦାରଙ୍କୁ ଲୁଟ୍ କରିଥିବା ଜଣାପଡିଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଡକାଇ ଲୁଟ୍ କରିଛନ୍ତି ।ଗୋଟିଏ ଘରେ ପୂରାଇ ମାଡ଼ ମାରି କାର, ଟଙ୍କା, ମୋବାଇଲ୍ ଲୁଟି ନେଇଛନ୍ତି। ଘଟଣାକୁ ନେଇ ସମ୍ପୃକ୍ତ ଠିକାଦାର ଖଣ୍ଡଗିରି ଥାନାରେ ଏତଲା କରିଥିଲେ। ଏତଲା ଆଧାରରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ମମଲାରେ ୩ ଜଣ ଫେରାର ହୋଇଯାଇଛନ୍ତି।
The post ହନିଟ୍ରାପ୍ରେ ଫସିଗଲେ ଠିକାଦାର: ଟଙ୍କା, ମୋବାଇଲ ଓ କାର ସବୁ ଗଲା appeared first on Odisha Reporter.
from Odisha Reporter https://ift.tt/2CJspI9
No comments:
Post a Comment