ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ମୋଟୁର ତଳିଆ ଅଂଚଳ ଜଳମଗ୍ନ ହୋଇଛି। ଗୋଦାବରୀ ନଦୀ ଫୁଲି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ମାଲକାନଗିରିର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି।

 କନ୍ୟାଆଶ୍ରମ ପୋଲ ଉପରେ ୪ଫୁଟର ପାଣି ଚାଲୁଥିବାରୁ କାଲିମେଳା -ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହିପରି ପୋଟେରୁ, କାଙ୍କରକୋଣ୍ଡା ,mv୯୦ କୁ ଯିବା ରାସ୍ତାରେ ପୋଲ ଉପରେ ପାଣି ଚାଲୁଛି । ଛତିଶଗଡ଼ର ଝପ୍ରା ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସୀମାନ୍ତ ଅଞ୍ଚଳବାସୀ ଯାତାୟତ ନିମନ୍ତେ ହନ୍ତସନ୍ତ ହେଉଛନ୍ତି।

The post ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.



from Odisha Reporter https://ift.tt/3l44jcq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages