ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲିଲା। ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍ ଜଳ ନିଷ୍କାସନ ଜାରି। ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୦୮.୩୧ ଫୁଟ୍।
ଡ୍ୟାମ୍ ମଧ୍ୟକୁ ୧ ଲକ୍ଷ ୪୮ ହଜାର ୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଡ୍ୟାମ୍ରୁ ୧ ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
The post ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ appeared first on Odisha Reporter.
from Odisha Reporter https://ift.tt/3ikpCEf
No comments:
Post a Comment