ଶିକ୍ଷକ- ପପୁ ତୁ କାଲି କାହିଁକି ସ୍କୁଲ୍ ଆସିନଥିଲୁ?
ପପୁ- ମୁଁ ପଡିଯାଇଥିଲି ଏବଂ ମତେ ଲାଗିଯାଇଥିଲା।
ଶିକ୍ଷକ- କେଉଁଠି ପଡିଥିଲୁ?
ପପୁ- ଖଟରେ ପଡିଥିଲି ଆଉ ମୋ ଆଖି ଲାଗିଯାଇଥିଲା।
The post ପଡିଯାଇଥିଲି ଏବଂ ମତେ ଲାଗିଯାଇଥିଲା appeared first on Odisha Reporter.
from Odisha Reporter https://ift.tt/32PXByz
No comments:
Post a Comment