ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ନୂଆଦିଲ୍ଲୀ: ଆଉ ସପ୍ତାହେ ପରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ଆଉ ୟା ମଧ୍ୟରେ ତାଙ୍କ ମୃତ୍ୟୁ ମାମଲାରେ ଅନେକ ନୂଆ ଟ୍ୱିଷ୍ଟ୍ ଆସିଛି। ଏପରିକି ସିବିଆଇ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ ମାମଲା ରୁଜୁ କରିସାରିଛି। ତେବେ ଏ ସବୁ ବିଷୟରେ ଅଜ୍ଞ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷା କୁକୁର ‘ଫଜ୍‌’ ତାଙ୍କ ଅପେକ୍ଷାରେ ରହିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ଭାଣିଜୀ ମଲ୍ଲିକା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ପୋଷ୍ଟ୍ କରି ସେ ଲେଖିଛନ୍ତି ଯେ ଆଜି ବି ଯେତେବେଳେ କବାଟ ଖୋଲେ ଫଜ୍ ସେଆଡ଼କୁ ଦେଖେ।

ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ମଧ୍ୟ ଫଜ୍‌ର ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ। ଏଥିରେ ଫଜକୁ ସୁଶାନ୍ତଙ୍କ ବାପା କେ. କେ ସିଂହଙ୍କ ସହିତ ଦେଖିବାକୁ ମିଳିଥିଲା।

View this post on Instagram

Dad with Fudge ❤️

A post shared by Shweta Singh kirti (@shwetasinghkirti) on


ବଞ୍ଚିଥିଲା ବେଳେ ସୁଶାନ୍ତ ବି ସୋଶାଲ୍ ମିଡିଆରେ ଫଜ୍‌ର ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ।

The post ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ… appeared first on Odisha Reporter.



from Odisha Reporter https://ift.tt/2DvYcN5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages