ପ୍ରସୂତିଙ୍କୁ ପାଣି ଘେରରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ପ୍ରସୂତିଙ୍କୁ ପାଣି ଘେରରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଭଦ୍ରକ (ପାର୍ଥସାରଥୀ ନାୟକ): ବନ୍ୟା ପାଣି ଘେରରୁ ଜଣେ ପ୍ରସୂତିଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଏହି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଗୋଠିଣାରେ।

ଗାଁର ହିମାଂଶୁ ରାଉତ ସ୍ତ୍ରୀ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପରିବାର ଲୋକେ ୧୦୮ ଆମ୍ଲୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ତାଙ୍କ ଗାଁ ବନ୍ୟା ପାଣି ଘେରରେ ଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା।  ଏନେଇ ପ୍ରସୂତିଙ୍କ ପରିବାର ଲୋକେ ଧାମନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଏହାପରେ ଅଗ୍ନିଶମ ବାହିନୀ ପ୍ରସୂତିଙ୍କୁ ତାଙ୍କ ଘରୁ ଉଦ୍ଧାର କରି  ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

The post ପ୍ରସୂତିଙ୍କୁ ପାଣି ଘେରରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ appeared first on Odisha Reporter.



from Odisha Reporter https://ift.tt/2G0Iz0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages